Additional information
| Weight | 0.820 kg |
|---|---|
| Dimensions | 25 × 18.9 × 5.2 cm |
₹873.00
ଗଂଜାମ ଜିଲ୍ଲାର ଧରାକୋଟ ରାଜା ଶ୍ରୀ କୃଷ୍ଣସିଂହ ଗଜପତି ଦେବ ଅଷ୍ଟାଦଶ ଶତାବ୍ଦୀରେ ତାଙ୍କର ବିଷ୍ଠାନ, ପରିଷଦମଣ୍ଡଳୀଙ୍କ ଦ୍ବାରା କୃଷ୍ଣସିଂହ ମହାଭାରତ ରଚନା କରିଥିଲେ । ଏହାକୁ ବ୍ୟାସଦେବଙ୍କ ମୂଳ ସଂସ୍କୃତ ମହାଭାରତର ଅନୁବାଦ ବୋଲି କୁହାଯାଏ କିନ୍ତୁ ଏହା ଏକ ଅନୁସୃଜନ; ଯାହାକି ପରବର୍ତ୍ତୀ ସମୟରେ ‘କୃଷ୍ଣସିଂହ ମହାରାରତ’ ନାମରେ ପ୍ରସିଦ୍ଧି ଲାଭ କରିଥିଲା । ବର୍ତ୍ତମାନ ଏହି ବିରଳ ପୁସ୍ତକ ବିଲୁପ୍ତପ୍ରାୟ ଏବଂ ଏହା ଆଉ ବଜାରରେ ଉପଲବ୍ଧ ହେଇନାହିଁ ।ଏହିଭଳି ଏକ ମହାନ୍ ଓ ଦୁର୍ଲ୍ଲଭ ଗ୍ରନ୍ଥଟିକୁ ଟିକା ଓ ଶବ୍ଦାର୍ଥ ସହ ସଂପାଦନା କରିଛତି ଓଡ଼ିଶାର ଜଣେ ସ୍ୱନାମଧନ୍ୟ ସାହିତ୍ୟିକ ଗୁଣୁପୁରବାସିନ୍ଦା ଲେ. କଣ୍ଡେଲ ଶିବରାମ ଶତପଥୀ।
| Weight | 0.820 kg |
|---|---|
| Dimensions | 25 × 18.9 × 5.2 cm |
Reviews
There are no reviews yet.